ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ ଗୁରୁଡ଼ିଝାଟିଆ-ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ପ୍ରଥମ ଆଦର୍ଶ କାରାଗାର ଖୁଣ୍ଟୁଣୀ ପଞ୍ଚାୟତର ରାଧାରମଣପୁର ଠାରେ ଉଦଘାଟିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କରି ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି ବୋଲି କହିଥିଲେ । ସେ ପୁଣି କହିଲେ ଯେ, ତେବେ ଆଠଗଡ ହିଁ ରାଜ୍ୟକୁ…

Read More

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ଜଶୱନ୍ତ ଜେଠୱା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାପରେ ସେ ଦିବଂଗତ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜେଠୱା ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ସେ ଯେଉଁଭଳି ଭାବେ ଭିଜିଲାନ୍ସ କାର୍ଯ୍ୟଶୈଳୀର ମାନ ବୃଦ୍ଧି କରିଛନ୍ତି ତାକୁ ଆହୁରି ମଜବୁତ୍ କରାଯିବ ।…

Read More

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଲଟା ପ୍ଲସ୍ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ ଭିତରୁ ଓଡ଼ିଶାରେ ଗୋଟିଏ ରୋଗୀ ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି…

Read More

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ

ଚନ୍ଦ୍ରକାନ୍ତ ନାୟକ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ କଟକ(ଏନ୍‌.ଏମ୍‌.): ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଚନ୍ଦ୍ରକାନ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ନାୟକ ଯୁଗ୍ମ ନିର୍ଦ୍ଦେଶକ ଭାବେ ରହି କେନ୍ଦ୍ରାଞ୍ଚଳ, କଟକ ଠାରେ ଦାଇତ୍ୱ ନିର୍ବାହ କାର୍ଯ୍ୟ କରି ଆସୁଥିଲେ । ତାଙ୍କର ପଦନ୍ନତି ହେବା ପରେ ତାଙ୍କ ସ୍ଥାନରେ ନିକଟରେ ପଦନ୍ନତି ପାଇଥିବା ଅଶୋକ କୁମାର ଷଢଙ୍ଗୀଙ୍କୁ ଅବସ୍ଥାପିତ କରାଯାଇଛି ।…

Read More

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌   କଟକ (ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ ପ୍ରକାଶ କରାଯାଇଛି । ଏଥର ୯୭.୮୯ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

Read More

ହାଇକୋର୍ଟରେ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବି ଖାରଜ, ସରକାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ହାଇକୋର୍ଟରେ କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ଦାବି ଖାରଜ, ସରକାର ଜିଲ୍ଲାୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ କଟକ (ଏନ୍‌.ଏମ୍‌.): ରାଜ୍ୟରେ କୋଭିଡ୍ ମୃତ୍ୟୁ ସଂଖ୍ୟାର ସଠିକ୍ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ୍ କରାଇବା ଦାବିରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କିନ୍ତୁ ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ କୋଭିଡଜନିତ…

Read More

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା

ମଣ୍ଡିରୁ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ- ବିଜେପି କୃଷକ ମୋର୍ଚ୍ଚା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ବିଭିନ୍ନ ଅଞ୍ଚଳରେ ମଣ୍ଡିରେ ଧାନ ସଂଗ୍ରହ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱରର ୟୁନିଟ-୮ସ୍ଥିତ ଯୋଗାଣ ନିଗମ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଏହି ବିକ୍ଷୋଭ ହୋଇଛି । ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଦିଆଯାଇଥିବା ଏହି ଧାରଣାରେ ମୁକେଶ…

Read More

ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ

ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ କଟକ(ଏନ୍‌.ଏମ୍‌.): କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରେ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଆକାଶ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲରୁ ମୁକୁଳି ସାରିଥିବାବେଳେ ଏବେ…

Read More