ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ : ୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା
ଯୌତୁକ ଲାଗି ସଇତାନ ପାଲଟିଗଲା ସ୍ୱାମୀ ୨ ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା କଟକ (ଏନ୍.ଏମ୍.): ଯୌତୁକ ପାଇଁ ସ୍ୱାମୀ ପାଲଟିଗଲା ସଇତାନ । ବାପଘରୁ ୨ଲକ୍ଷ ଟଙ୍କା ନଆଣିବାରୁ ସ୍ତ୍ରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ଲାଲବାଗ ଥାନା ଅଞ୍ଚଳରେ । ତନ୍ତିସାହିର ୱାଇ. ଜଗନ୍ନାଥ ନିକଟ ସ୍ଥାନୀୟ କାଜିବଜାରର ୱାଇ.ସିରିଶା(୨୮)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହକୁ ପ୍ରାୟ…
