କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା
କ୍ରୀଡ଼ାରେ ଓଡ଼ିଆ ପୁଅର ଦପ୍ଦପା : ଅଲିମ୍ପିକ୍ସରେ ହକି ଟିମର ଉପ ଅଧିନାୟକ ହେଲେ ବୀରେନ୍ଦ୍ର ଲାକ୍ରା ନୂଆଦିଲ୍ଲୀ (ଏଜେନ୍ସି): କ୍ରୀଡ଼ା ଜଗତରେ ଓଡ଼ିଆ ପୁଅଙ୍କ ଦପ୍ଦପା ବଢ଼ିବାରେ ଲାଗିଛି । ପୁଣିଥରେ ଜାତୀୟ ପୁରୁଷ ହକି ଟିମରେ ଓଡ଼ିଆ ପୁଅକୁ ଉପଯୁକ୍ତ ସମ୍ମାନ ମିଳିଛି । ଟୋକିଓ ଅଲିମ୍ପିକ୍ସରେ ଖେଳିବାକୁ ଥିବା ଭାରତୀୟ ପୁରୁଷ ହକି ଟିମର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ଉପ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି । ଲାକ୍ରା ଓ ହରମନପ୍ରୀତି…
