ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା
ସିଏମସି ଏନଫୋର୍ସମେଣ୍ଟ ଟିମର ଚଢାଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜୋରିମାନା କଟକ(ଏନ୍.ଏମ୍.): କଟକରେ କରୋନା କଟକଣା ମାନୁନଥିବା ଭଳି ଘଟଣା ଦେଖିବାକୁ ମିଳିଛି । ତେଣୁ ଅମାନିଆଙ୍କୁ ସାବାଡ କରିବା ଲାଗି ସିଏମସି ଓ ସ୍ଥାନୀୟ ଥାନାର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । ସିଏମସି ପକ୍ଷରୁ ଆଜି ପହିଲି ରଜ ନେଇ ବିଭିନ୍ନ ଦୋକାନ ବଜାରରେ ଜନଗହଳି ଦେଖିବାକୁ ମିଳିଥିଲା । ତେଣୁ କୋଭିଡ କଟକଣାକୁ କଡ଼ାକଡ଼ି କରିବା ପାଇଁ ସହରର…
