ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ
ରେଲୱେ ଷ୍ଟେସନ ଅଟୋ ଚାଳକଙ୍କୁ ରିଲିଫ ବିତରଣ କଟକ(ଏନ୍.ଏମ୍.): କଟକ ରେଳଷ୍ଟେସନ ଠାରେ ଖୋଲାଯାଇଥିବା କଟକର ପ୍ରଥମ ପ୍ରିପେଡ଼ ଅଟୋ ସେବା ଏବେ ବନ୍ଦ ହେବାକୁ ଯାଉଥିବା ଅଟୋ ଚାଳକ ସଂଘ ପକ୍ଷରୁ କୁହାଯାଇଛି । ଦୀର୍ଘ ଦିନ ଧରି ଏହି ସେବାରେ ନିୟୋଜିତ ଥିବା ଅଟୋଚାଳକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନର ବିଫଳତା ଯୋଗୁଁ ସେମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେବେ ଅଟୋଚାଳକ ସଂଘ ପକ୍ଷରୁ କର୍ମକର୍ତ୍ତାମାନେ ବହୁବିଧ…
