ରୋଟାରାକ୍ଟ କ୍ଲବ୍ ବାରବାଟୀ ପକ୍ଷରୁ ଗ୍ରସରୀ ଓ ସାନିଟାଇଜ୍ କିଟ୍ ବଣ୍ଟନ

କଟକ (ଏନ୍‌.ଏମ୍‌.): କରୋନାର କରାଳ କାୟା ସହ ମହାମାରୀର ଡ଼ରକୁ ଖାତିର ନକରି, ନିଜର ସେବାନିଷ୍ଠାରେ ଗରିବ ପରିବାର ପାଖରେ ସାଥି ହୋଇ ଛିଡ଼ା ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ । ଅସୁବିଧା ବେଳେ ଲୋକଙ୍କ ସାହାରା ପାଲଟିବାର ବାର୍ତ୍ତା ବାଣ୍ଟିବାରେ ସେମାନେ ବିଶ୍ୱାସ ରଖନ୍ତି । ରୋଟାରାକ୍ଟ କ୍ଲବ ବାରବାଟୀ ଓ କେ.ଆର୍ ଏଲିକ୍‌ଜିର ଟେକ୍‌ନୋଲୋଜି ର ମିଳିତ ଉଦ୍ୟମରେ ବିଡ଼ାନାସୀ ପୁଲିସ୍ ହାଇସ୍କୁଲ୍ ନିକଟସ୍ଥ ବିସ୍ଥାପିତଙ୍କ ବାସସ୍ଥାନରେ ୧୦୦ଟି ଗ୍ରସରୀ କିଟ୍ ସହିତ କୋଭିଡ଼୍‌-୧୯…

Read More

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ

କରୋନା ସମ୍ମୁଖ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କୋଭିଡ ଶବଦାହ କରୁଥିବା ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଟକ(ଏନ୍‌.ଏମ୍‌.): କରୋନା ଲଢ଼େଇ ସମୟରେ ସମ୍ମୁଖ ଯୋଦ୍ଧାମାନଙ୍କ ସୁରକ୍ଷା ତଥା ସେମାନଙ୍କ ଅକ୍ସିଜେନ ମାପିବା ପାଇଁ ସିଏମସି କମିଶନରଙ୍କୁ ୧ଶହ ଅକ୍ସିମିଟର ପ୍ରଦାନ କରାଯାଇଛି । କଟକ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କପକ୍ଷରୁ ପୂର୍ବତନ କର୍ପୋରେଟର ଓଡିଶା ମୋ’ ପରିବାର କଟକ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ଆଜି…

Read More

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ତଥା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ସେବାହିଁ ସଂଗଠନ’ କାର୍ଯ୍ୟକ୍ରମ ଅବସରରେ କଟକ ନଗର ବିଜେପି ତରଫରୁ ‘ରକ୍ତଦାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ବଡ଼ ମେଡ଼ିକାଲ (ଏସସିବି) ସମ୍ମୁଖ ରେଡ଼କ୍ରସ ଭବନ ପରିସରରେ ହୋଇଥିଲା । କରୋନା ଗାଇଡ଼ ଲାଇନ ମଧ୍ୟରେ ଶୃଙ୍ଖଳାର ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ…

Read More

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ କଟକ(ଏନ୍‌.ଏମ୍‌.): ବାତ୍ୟା ଓ ସାମୁଦ୍ରିକ ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମୋଟ ୪ହଜାର ବିପନ୍ନ ପରିବାରଙ୍କୁ ଓଡ଼ିଶାର ରୁଚି ଶିଳ୍ପୋଦ୍ୟୋଗ ପକ୍ଷରୁ ସ୍ୱାସ୍ଥ୍ୟପ୍ରଦ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ରୁଚିର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବିପଦବେଳର ବନ୍ଧୁ ଟିମ୍ ଦ୍ୱାରା ଉଭୟ ଜିଲ୍ଲାର ୨ହଜାର ଲେଖାଏଁ ପରିବାରକୁ ଏହି ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି । ସାମୁଦ୍ରିକ ବାତ୍ୟା ‘ୟାସ୍‌’ର…

Read More

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ରୋଗୀଙ୍କ ପାଇଁ ଜିଲ୍ଲାରେ ଏକ୍ସରେ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ବା ଘେର ରହୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରଖିବାପାଇଁ ଏକ୍ସ-ରେ ଅନ ହ୍ୱିଲସ ନାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଭିନବ ପ୍ରୟାସ କରାଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ଭବନରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଦ୍ୱାରା…

Read More

କୋଭିସିଲ୍ଡ ଟିକା ନେଇ ଆଣ୍ଟିବଢ଼ି ବଢ଼ୁନଥିବା ଅଭିଯୋଗ: ଆଶିଆନା ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ

କୋଭିସିଲ୍ଡ ଟିକା ନେଇ ଆଣ୍ଟିବଢ଼ି ବଢ଼ୁନଥିବା ଅଭିଯୋଗ: ଆଶିଆନା ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ନୂଆଦିଲ୍ଲୀ (ଏଜେନ୍ସି): କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି ହୋଇଛି । ଲକ୍ଷ୍ନୌର ଜଣେ ବ୍ୟକ୍ତି ଏ ନେଇ ମାମଲା ରୁଜୁ କରିବାକୁ ସ୍ଥାନୀୟ ଆଶିଆନା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକାରୀ କହିଛନ୍ତି ସେ କୋଭିସିଲ୍ଟ ଟିକା ନେବା ପରେ ବି ତାଙ୍କ…

Read More

କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ (ଏଜେନ୍ସି): କରୋନା ଟିକା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି । ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି ।…

Read More

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ କଟକ (ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ସେବା ହିଁ ସଂଗଠନ ଅନ୍ୟତମ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂରଣ ହେତୁ କେନ୍ଦ୍ରୀୟ ବିଜେପି ଯୋଜନା ଅନୁସାରେ ଓ ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସାରା…

Read More