ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ
ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ବାଲେଶ୍ୱରରେ ବାତ୍ୟା ପ୍ରପୀଡ଼ିତଙ୍କୁ ଖାଦ୍ୟ ବଣ୍ଟନ କଟକ(ଏନ୍.ଏମ୍.): ଜନସେବାରେ ନିଜକୁ ଉସôର୍ଗ କରି ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ଜନସେବା ଆଗେଇ ଚାଲିଛି । ଏହି ସଂସ୍ଥା ସହରରେ ସେବା କରୁଥିବା ବେଳେ ଏବେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ସୂଚନାଥାଉ କି, ବାତ୍ୟା ୟାସ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷକରି ବାଲେଶ୍ୱର ଜିଲ୍ଲା ବେଶ ପ୍ରଭାବିତ ହୋଇଥିଲା ।…
