କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ
କଟକ ସହରର ଜନବସତିରେ ବୁଲିଲା ହରିଣ: ବନବିଭାଗ ଧରିବାକୁ ଯାଇ ନୟାନ୍ତ କଟକ (ଏନ୍.ଏମ୍.): କଟକ ସହରରେ ଜନବସତି ମଧ୍ୟରେ ଗୋଟିଏ ହରିଣ ବୁଲୁଥିବା ଦେଖିବାକୁ ମିଳିଛି । କଟକ ଖାନନଗର ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏହି ହରିଣ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ହରିଣଟି ଗତକାଲି ଠାରୁ ଏହି ଅଞ୍ଚଳରେ ବୁଲୁଥିବା ଲୋକେ ଦେଖିଥିଲେ । ତେବେ ଲୋକଙ୍କୁ ଦେଖି ହରିଣଟି ନିକଟସ୍ଥ ବୁଦାରେ ପଶିଯାଇଥିଲା । ତେବେ ବାତ୍ୟା ଓ ବର୍ଷା…
