ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ବାତ୍ୟା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ହୀରାକୂଦ ଜଳଭଣ୍ଡାରରେ ସାମୁଦ୍ରିକ ଝଡ଼ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମରୁ ଆସନ୍ତା ଜୁନ୍ ମାସରେ ପାଣି ଛଡାଯିବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁମାନ ଅନୁଯାୟୀ ବର୍ଷା…

Read More

ଭେରି ସିଭିୟର ସାଇକ୍ଲୋନର ରୂପ ନେଉଛି ସାମୁଦ୍ରିକ ଝଡ଼ ୟାସ: ୪ଟି ଜିଲ୍ଲାରେ ରଚିବ ତାଣ୍ଡବ

ଭୁବନେଶ୍ୱର(ଏନ୍‌.ଏମ୍‌.): ସାମୁଦ୍ରିକ ଝଡ଼ ୟାସ ଅବପାତ ହେବାପରେ ବାତ୍ୟାର ରୂପ ନେଇ ସାରିଛି । ତେବେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସଦ୍ୟତମ ବୁଲେଟନ୍ ଅନୁସାରେ ଏହା ପାରାଦୀପରୁ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟାରେ ଧରି ଏହା ୧୦ କିଲୋମିଟର ବେଗରେ ଏହା…

Read More