ମହାନଦୀ ରେ ବୁଡି ୧୦ ବର୍ଷ ର ବାଳକ ମୃତ୍ୟୁ

  ମହାନଦୀ ରେ ବୁଡି ୧୦ ବର୍ଷ ର ବାଳକ ମୃତ୍ୟ ଚୌଦ୍ବାର (ଏନ୍.ଏମ୍.) : ଗାଧୋଇବା କୁ ଯାଇ ଚାଲିଗଲା ନିରୀହ ଜୀବନ । ଏପରି ଘଟଣା ଘଟିଛି କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ନୂଆପଟଣା ଗ୍ରାମରେ । ଏହି ଗ୍ରାମର ତାହୀର ମେହେମୁଦ ଓ ତାର ୧୦ ବର୍ଷର ପୁଅ ଅକମଲ ମେହେମୁଦ ଗାଧୋଇବା କୁ ମହାନଦୀର ମଧୁସେତୁ ପାଖକୁ ଯାଇଥିଲେ । ଗାଧୋଇବା ସମୟରେ ପୁଅର ଗୋଡ଼ ଖସି ଜୀବାରୁ ନଦୀ…

Read More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ୱର (ଏନ୍‌.ଏମ୍‌.): ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ଆଇଏମଡିର ପୂର୍ବ ଆକଳନ ଠିକ୍ ସାବ୍ୟସ୍ତ ହୋଇଛି । ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ରମେ ଘନୀଭୂତ ହୋଇ ଆସନ୍ତା୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ଆଇଏମ୍ଡି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ଏହି ବାତ୍ୟା କ୍ରମେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି…

Read More

ଲାଲୁଙ୍କୁ କ୍ଲିନଚିଟ ଦେଲା ସିବିଆଇ !

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଡିଏଲଏଫ ଲାଞ୍ଚ କାରବାର ମାମଲାରେ ସିବିଆଇ କ୍ଲିନଚିଟ୍ ଦେଇଥିବା ଜଣାପଡ଼ିଛି । ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଜଣାପଡ଼ିଛି । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା । ଶ୍ରୀ ଯାଦବ ଏଥିରେ ସାମିଲ ଥିବା ସନେ୍ଦହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ସୂଚନା ଅନୁଯାୟୀ, ସିବିଆଇର ଅର୍ଥନୀତି ଅପରାଧ ଶାଖା…

Read More