କରୋନା ଆକ୍ରାନ୍ତଙ୍କ ପାଇଁ ନିଜ ବାଇକ୍ ବିକି ଦେଲେ ହର୍ଷବର୍ଦ୍ଧନ
ବମ୍ବେ:କରୋନା ମହାମାରୀ ସମୟରେ ଅକ୍ସିଜେନ ପାଇଁ ସମଗ୍ର ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅକାଳରେ ଆଖି ବୁଜୁଛନ୍ତି ହଜାର ହଜାର ଲୋକ। ଏପରି ସ୍ଥିତିରେ ବଲିଉଡ଼ କଳାକାରମାନେ ସହାୟତାର ହାତ ବଢ଼ାଉଥିବା ବେଳେ ଏବେ ଏଥିରେ ଯୋଡ଼ି ହୋଇଛି ଆଉ ଏକ ନାଁ। ସନମ ତେରେ କସମ୍ ଫେମ୍ ହର୍ଷବର୍ଦ୍ଧନ ରାଣେ କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ନିଜ ପ୍ରିୟ ବାଇକ୍ ବିକିବାକୁ ପଛାଇ ନାହାନ୍ତି। ଏହାକୁ ବିକି ସେ ୩ ଅକ୍ସିଜେନ କନସନଟ୍ରେଟର…
