ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କ ବାର୍ଷିକ ଉତ୍ସବ

ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କ ବାର୍ଷିକ ଉତ୍ସବ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ହରିପୁର ଦୋଳମୁଣ୍ଡାଇସ୍ଥିତ ମା’ ବୈଷ୍ଣବୀ ଦେବୀ ଦୁର୍ଗାଙ୍କର ଜଗତର କଲ୍ୟାଣ ହେବା ସହିତ ଗ୍ରାମର ମଙ୍ଗଳ ନିମନ୍ତେ ହୋମ ଯଜ୍ଞ କରାଯାଇ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଧାର୍ମିକ ତଥା କଲ୍ୟାଣମୟୀ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଦୀପକ ଶତପଥି ଓ ବାପି ଦାସ ପ୍ରମୁଖ ମା’ଙ୍କୁ ପୂଜା ଅର୍ଚ୍ଚନା କରିଥିଲେ । କର୍ତ୍ତା ଓ କର୍ତ୍ତି ଭାବେ ହରେକୃଷ୍ଣ ମୁଳିଆ ଓ ମେନୁ ମୁଳିଆ ଉପବେସନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଅଧିକାରୀ ହରେକୃଷ୍ଣ ପ୍ରଧାନ, କ୍ଷୀରୋଦ ଚନ୍ଦ୍ର ମହାରଣା, ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ସଭାପତି ପ୍ରଦୀପ ମୁଳିଆ, ସାଧାରଣ ସମ୍ପାଦକ ଲିଙ୍ଗରାଜ ହାତୀ, ଧନେଶ୍ୱର ମୁଳିଆ, ରାଜକିଶୋର ରାଉତ, ବ୍ରଜ କିଶୋର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ରବିନ୍ଦ୍ର ରଥ, ମନ୍ମଥନାଥ ସିଂ, ବାଉରୀ ବନ୍ଧୁ ପରିଡା, ଗଜେନ୍ଦ୍ର ମହାରଣା, ଶ୍ରୀବତ୍ସ ରାଉତ, ଧନଞ୍ଜୟ ମୁଳିଆ, କାଳନ୍ଦି ମୁଳିଆ, ଉପେନ୍ଦ୍ର ବେହେରା, କାବୁଲି ମୁଳିଆ, ଗୋବିନ୍ଦ ମୁଳିଆ, ପ୍ରତାପ ମୁଳିଆ, ବିଜୟ ମୁଳିଆ, ରବିନ୍ଦ୍ର ରାଉତ, କୈଳାଶ ଅଗ୍ରୱାଲ, ଅଶୋକ ସାହୁ, କିଶୋର କୁମାର ମହାପାତ୍ର, ଶିବ ମହାରଣା, କିଶୋର ପ୍ରଧାନ, କାହ୍ନା ପ୍ରଧାନ, ବିଜୟ ମୁଳିଆ, ମନୋଜ କୁମାର ହାତୀ, ସନାତନ ସ୍ୱାଇଁ, ରକି ମୁଳିଆ, ପିଣ୍ଟୁ ମୁଳିଆ, ଟନିଆ ମୁଳିଆ, ଶିବୁ ମୁଳିଆ, ରାଜୁ ମୁଳିଆ, ଶଙ୍କରା ମୁଳିଆ, ଶଙ୍କରା ମହାରଣା, ସୁନିଲ ପ୍ରଧାନ, ବିଟୁଆ ମୁଳିଆ, ବାପୁନ ମୁଳିଆ, ଦେବ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *