ମୟୂର ଯୁବ ସଂଗଠନ ପକ୍ଷରୁ ନେତାଜୀ ଜୟନ୍ତୀ


କଟକ(ଏନ୍‌.ଏମ୍‌.): କଟକ ହରିପୁର ଦୋଳମୁଣ୍ଡାଇ ସ୍ଥିତ ମୟୂର ଯୁବ ସଂଗଠନ ପକ୍ଷରୁ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସେହିପରି ବୀର ସୁରେନ୍ଦ୍ର ସ।।ଏଙ୍କ ଜନ୍ମଜୟନ୍ତୀ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ଦୁଇ ଲଢ଼ୁଆ ସ୍ୱାଧୀନତା ସଂଗ୍ରାମୀଙ୍କ ଗୁଣ ଗାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ ସଂଗଠନର ସଭାପତି କୈଳାଶ ଅଗ୍ରୱାଲ, ସାଧାରଣ ସମ୍ପାଦକ ଆଇନଜୀବୀ ଲିଙ୍ଗରାଜ ହାତୀ, ମହନ୍ତ ଗଜେନ୍ଦ୍ର ମହାରଣା ମହନ୍ତ ସନାତନ ସ୍ୱାଇଁ, ରାମକୃଷ୍ଣ ହାତୀ, ଦୁର୍ଲ୍ଲଭ ମହାରଣା, ଅଶୋକ କୁମାର ଦାସ, ଚନ୍ଦ୍ରମଣି ମହାରଣା, ଅରୁଣ ବେହେରା, ଗୁରୁଦେବ ମହାରଣା, ଉପେନ୍ଦ୍ର ବେହେରା, ସୌମେନ୍ଦ୍ର ମହାରଣା, ବିଜି ବେହେରା, ଶିଶିର ନାୟକ, ମାନସ ବେହେରା, ସନ୍ତୋଷ ବେହେରା, ହାଡିବନ୍ଧୁ ସ୍ୱାଇଁ, ବଣ୍ଟି ପ୍ରଧାନ, ରଞ୍ଜିତ ସ୍ୱାଇଁ, ରୋହିତ ଜେନା, ଶ୍ରୀମାନ ପରିଜା, ନିହାର ରଞ୍ଜନ ମହାନ୍ତି, କାଳିଆ ମହାରଣା, ମହାଦେବ ହାତୀ, ଜ୍ଞାନେନ୍ଦ୍ର ମହାରଣା, ରାଜୀବ ହାତୀ, ଗୌରେନ୍ଦ୍ର ମହାରଣା, ବବୁଲ ସ୍ୱାଇଁ, କାଳୁ ବେହେରା, ରୁବୁଲ ସ୍ୱାଇଁ, ରୁଦ୍ର ପ୍ରସାଦ ଦାସ, କାହ୍ନୁ ଚରଣ ଜେନା, ରିକି ଜେନା, ରବୀନ୍ଦ୍ର ଜେନା, ବିଜୟ ସାହୁ, ଅକ୍ଷୟ ପ୍ରଧାନ, ମନୋଜ ହାତୀ, ମହେନ୍ଦ୍ର ପ୍ରଧାନ, ସତ୍ୟଶ୍ରୀ ରଞ୍ଜନ ରାଏ, ବାବୁଲା ମହାରଣା, ଚିତ୍ତରଞ୍ଜନ ବଳବନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *