ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ

ନିମପୁର ଶ୍ମଶାନ ରେ ୧୦୦୮ଦୀପ ଦାନ


ଜଗତପୁର(ଏନ୍‍.ଏମ୍‍.): ଜଗତପୁର ଅଞ୍ଚଳର ସର୍ବ ପ୍ରାଚୀନ ନିମପୁର ଶ୍ମଶାନରେ ପବିତ୍ର ଦୀପାବଳୀ ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ୧୦୦୮ ଦୀପ ଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ମୁରବୀ ହରିହର ପଣ୍ଡା, ତ୍ରିଲୋଚନ ପଣ୍ଡା, ସଚ୍ଚିଦାନନ୍ଦ ଶୁକ୍ଳ, ମହେନ୍ଦ୍ର ମହାନ୍ତି,ବିଭୁଦତ୍ତ ଶୁକ୍ଳ, ତୀର୍ଥାନନ୍ଦ ପଣ୍ଡା, ମାନସ ପରିଡା, ଶ୍ରୀମନ୍ତ ପଣ୍ଡା, ଲୋକନାଥ ଶତପଥୀ, ବିଶ୍ୱଜିତ ମହାନ୍ତି, ଅରୁଣ ଭୂୟାଁ, ଚିତ୍ତରଞ୍ଜନ ମହାନ୍ତି, ରମେଶ ଶରଣ, ଲଲାଟେନ୍ଦୁ ଦଳାଇ, ବିରଞ୍ଚି ସାମଲ, ପ୍ରବୋଧ ବାରିକ, ବାବୁଲା ବାରିକ, ସନ୍ତୋଷ ଶୁକ୍ଳ, ଗୌରାଙ୍ଗ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଦୀପଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *