ନରସିଂପୁର ଆଜି ୨୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ

ନରସିଂପୁର(ଏନ୍.ଏମ୍.): ଆଜି ନରସିଂହପୁର ଅଞ୍ଚଳର ବିଭିନ୍ନ ମେଡିକାଲ ରେ କୋରୋନା ପରୀକ୍ଷା ପାଇଁ ଦେଇଥିବା ରକ୍ତ ନମୁନା ରୁ ସମୁଦାୟ ୨୬ ଜଣ ଙ୍କୁ କୋରୋନା ସଂକ୍ରମିତ ରୂପେ ଚିହ୍ନଟ କରାଯାଇଛି। ଆଜି କାନପୁର ମେଡିକାଲ ରେ ସମୁଦାୟ ୧୬ଜଣ ଆଣ୍ଟି ଜେନ ପରୀକ୍ଷା ଦେଇଥିଲେ ସେଥିରୁ କେହି ସଂକ୍ରମିତ ନାଂହାନ୍ତି। ସେହିପରି ନରସିଂପୁର ମେଡିକାଲ ରେ ସମୁଦାୟ ୪୪ ଜଣ ଆଣ୍ଟି ଜେନ ଟେଷ୍ଟ ପାଈଁ ରକ୍ତ ନମୁନା ଦେଇଥିବାବେଳେ ସେଥିରୁ ୧୬ ଜଣ ଙ୍କୁ ସଂକ୍ରମିତ କରାଯାଇଛି। କ୍ୟାମ୍ପ ସାଇଡଘୋରାଡ଼ିଆ ରେ ସମୁଦାୟ ୧୨୫ ଜଣ ଆର ଟି ପିସି ଆର ପରୀକ୍ଷିତ ହୋଇଥିବାବେଳେ ୩୯ ଜଣ ଆଣ୍ଟି ଜେନ ପରୀକ୍ଷା ଦେଇଥିଲେ ସେଠି ରୁ ଜଣଙ୍କୁ ସଂକ୍ରମିତ ରୂପେ ଚିହ୍ନଟ କରାଯାଇଛି। ଯୋଡୁମ ମେଡିକାଲ ରେ ୧୨ ଜଣ ଆଣ୍ଟି ଜେନ ଟେଷ୍ଟ ଦେଇଥିଲେ ସେଥରୁ ଜଣ ଙ୍କୁ ରୂପେ ଚିହ୍ନଟ କରାଯାଇଛି।ଆଜି ସମୁଦାୟ ୨୩୮ ଜଣ ରକ୍ତ ନମୁନା ଦେଇଥିଲେ।ପୂର୍ବରୁ ଆର ଟି ପିସି ଆର ଦେଇଥିବା ରେଷ୍ଟ ରୁ ୦୮ ଜଣ ଙ୍କୁ ମଧ୍ୟ ସଂକ୍ରମିତ ରୂପେ ଚିହ୍ନଟ କରାଯାଇଛି।

 

Leave a Reply

Your email address will not be published. Required fields are marked *