ଡିଭାଇନ କ୍ଲବରେ ଗାନ୍ଧୀ ଜୟନ୍ତୀ

ଡିଭାଇନ କ୍ଲବରେ ଗାନ୍ଧୀ ଜୟନ୍ତୀ

News by Basanta Ratha (Kishan nagar)

#କିଶନନଗର(ଏନ୍‌.ଏମ୍‌.): କଟକ ଜିଲ୍ଲା, ମାଣପୁର ପଞ୍ଚାୟତ ସ୍ଥିତ ଗଡ଼ମା ବଜାର ସ୍ଥିତ ଡିଭାଇନ କ୍ଲବ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ ସହ ଓଡିଶା ପୁଲିସ ପକ୍ଷରୁ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନେମାଳ ଆଇଆଇସି, ସ୍ଥାନୀୟ କଲରବାଙ୍କ ଫାଣ୍ଡି ଅଧିକାରୀ ନରେନ୍ଦ୍ର ନାଥ ସାହୁଙ୍କ ସମେତ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରଶାସନ ଓ ସ୍ଥାନୀୟ ଜଣ ସାଧାରଣ ସେଥି ମଧ୍ୟରୁ ସମାଜସେବୀ ରୁସ୍ତମ ମହମ୍ମଦ, ଧୀରେନ୍ଦ୍ରନାଥ ବେହେରା, ବିଭୁତି ଭୂଷଣ ସ୍ୱାଇଁ, ଅନିଶ ଖାଁ, କିଶୋର ମଲିକ, ମୁନର ଉଦିନ ଖାଁ, ଶାହବ ଉଦିନ ଖାଁ, ମୁସ୍ତାବ ଖାଁ, ଦିବାକର ଦାସ, ପ୍ରଶାନ୍ତ ସାହୁ, ହରି ଗୋଛାୟତ, ଅଫସର ଅଲି, ଅସରଫ ଅଲ୍ଲୀ ଖାଁ, ବିଭୁତି ଭୂଷଣ ପ୍ରଧାନ, ଅକ୍ଷୟ କୁମାର ସେଠୀ, ରଞ୍ଜନ ସେଠୀ, ଜ୍ଞାନରଞ୍ଜନ ବସ୍ତିଆ, ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *