କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ

କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ କଟକ ଦେଉଳ ସାହି ସ୍ଥିତ ମୋନାଲିସା ପ୍ୟାଲେସରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଇଂରାଜୀ ନୂତନ ବର୍ଷ ଅବସରରେ କଟକ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ବହୁ ସଂଖ୍ୟାରେ ନୂଆ, ପୁରୁଣା ଓ ଦଳୀୟ ପଦାଧିକାରୀମାନେ ତଥା ଅନେକ ବିଜେପିର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଗାମୀ ଦିନରେ ବିଜେପି କଟକ ସହରର ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାକୁ ସଂକଳ୍ପ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ବିଜେପିର ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଜତିନ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ଅନୀତା ପ୍ରିୟଦର୍ଶିନୀ, ନିୟତି ରଥ, କାନନବାଳା ପଟ୍ଟନାୟକ, କସ୍ତୁରୀ ମିଶ୍ର, ମନ୍ଦାକିନୀ ପାତ୍ର, ସୁଚରିତା ଜେନାମଣି, ବିରେନ୍ଦ୍ର ସାହୁ, ଅକ୍ଷୟ ଆଚାର୍ଯ୍ୟ, ହେମନ୍ତ ବେହେରା, ନିରୋଦ ଚନ୍ଦ୍ର ପଣ୍ଡା, ସୁନୀଲ ଦ୍ୱିବେଦୀ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ସ୍ମୃତି ରଞ୍ଜନ ମିଶ୍ର, କାଳି ପ୍ରସାଦ ମହାନ୍ତି, ଅନ୍ନଦା ପ୍ରସାଦ ଦାସ, କାଠଯୋଡି ମଣ୍ଡଳ ସଭାପତି ନନ୍ଦକିଶୋର ଜେନା, ଶୁଭାଶିଷ କର, ଧୀରେନ୍ ସେଠୀ, ଆଲୋକ ମହାନ୍ତି, ମନୋରଞ୍ଜନ ସାହୁ, ସଂଜୀବ ଚିନାରା, ପାର୍ବତୀ ଦାସ, ଆଇ ସୁବ୍ରମଣ୍ୟମ, ଭଡକା ଦା, ଭୀମସେନ ସାହୁ, ସରୋଜ ରାଉତ, ସଞ୍ଜୁବାଳା ଦାସ, ଶିବା ମହାନ୍ତି, ପୂର୍ଣ୍ଣବାସୀ ମହାପାତ୍ର, ରିତା ମହାପାତ୍ର, ସୁଜାତା ଭରଦ୍ୱାଜ, ସ୍ୱର୍ଣ୍ଣଲତା ସେଠୀ, ରଞ୍ଜିତା ନାୟକ, ପୁଷ୍ପିତା ମହାପାତ୍ର, ସୁଜାତା ଦାସ, ସରୋଜ ମହାନ୍ତି, ଅମଲ ସାମନ୍ତରାୟ, ଆଶୁତୋଷ ଦାସ, ଗୁରୁ ପ୍ରସାଦ ସାହୁ, ସନତ ମହାର, ଅସୀମ ମହାନ୍ତି, ତପନ ଶତପଥୀ, ବିଜୟ ଶର୍ମା, ଶ୍ରୀକାନ୍ତ ବେହେରା, ଏନ୍ ଫଗୁଆ, ବିଶ୍ୱଜିତ ଜେନା, ଦେବୀ ପ୍ରସାଦ ମହାପାତ୍ର, କବି ମହାରଣା, କ୍ଷୀତିଶ ଜଗତି, କରନ ନାୟକ, ବାବୁ ନାୟକ, ସୁଜିତ ପ୍ରସାଦ, ସନ୍ତୋଷ ମହାର, ମୁକେଶ ଭୁତାନ, ପୂର୍ଣ୍ଣେନ୍ଦୁ ମହାନ୍ତି, ଚନ୍ଦନ ଦତ୍ତ, ସତ୍ୟଜିତ ମହାପାତ୍ର, ଅମୂଲ୍ୟ ସାହୁ, ପ୍ରଦୀପ୍ତ ଘଡ଼େଇ, ଉମେଶ ବେହେରା, ସୁନିଲ ବେହେରା, ସୁଜାତା ଦାସ, ସୂର୍ଯ୍ୟ ନାରାୟଣ ବେହେରା, ବାବୁଲା ଦାସ, ପ୍ରଶାନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ଭଞ୍ଜ ପ୍ରମୁଖ ଉପସ୍ଥିତ ଥିବା ମିଡ଼ିଆ ସଂଯୋଜକ ଜ୍ଞାନ ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ସଂଯୁକ୍ତା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସୁନୀଲ ଦ୍ୱିବେଦୀ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *