ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା

ହରିପୁର ଦୋଳମୁଣ୍ଡାଇ ଗ୍ରାମରେ ଚନ୍ଦନ ଯାତ୍ରା
କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇ ଗ୍ରାମର ଇଷ୍ଟ ଦେବ ଶ୍ରୀଶ୍ରୀ ମଦନମୋହନ ଜୀଉ ଓ ଶ୍ରୀଶ୍ରୀ ରାଧାଗୋବିନ୍ଦ ଜୀଉମାନଙ୍କୁ ମନ୍ଦିର ଭିତର ଭାଗରେ କୃତ୍ରିମ ପୁସ୍କରଣୀ କରାଯାଇ ରାଧାକୃଷ୍ଣଙ୍କୁ ସୋଲରେ ନିର୍ମିତ ହୋଇଥିବା ନୌକା ସାହାର୍ଯ୍ୟରେ ଚାପ ଖେଳା ଯାଇଥିଲା । ଏହା ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଯାତ୍ରା ମଧ୍ୟରୁ ଏକ ଅନ୍ୟତମ ଯାତ୍ରା ଅଟେ । ଏହି ସାଂସ୍କୃତିକ ବା ଧାର୍ମିକ କାର୍ଯ୍ୟକ୍ରମରେ ଅନେକ ଭକ୍ତ ଓ ଶ୍ରଧାଳୁମାନେ ଦର୍ଶନ କରିବାର ସ୍ୱଭାଗ୍ୟ ଲାଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିକାରୀ ଶ୍ରୀ ହରେକୃଷ୍ଣ ପ୍ରଧାନ, କ୍ଷୀରୋଦ ମହାରଣା, କାର୍ଯ୍ୟକାରୀ ମହନ୍ତ ଲିଙ୍ଗରାଜ ହାତୀ, ଗଜେନ୍ଦ୍ର ମହାରଣା, କିଶୋର ପ୍ରଧାନ, କଟୁଆଳ ହରେକୃଷ୍ଣ ମୁଳିଆ, ଦେବ ମହାରଣା, ପୂଜା କମିଟି ସଭାପତି ପ୍ରଦୀପ ମୁଳିଆ,କାହ୍ନା ପ୍ରଧାନ, ବିଜୟ ମୁଳିଆ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଶଙ୍କରା ମୁଳିଆ, ସନାତନ ସ୍ୱାଇଁ, ମନୋଜ କୁମାର ହାତୀ, କାଳିଆ ବେହେରା, ରୋହିତ ମୁଳିଆ, ସୁନୀଲ ପ୍ରଧାନ, ବବୁଲୁ ମହାରଣା, ଅଶୋକ ମହାରଣା, ସୁକାନ୍ତ ପ୍ରଧାନ, ବିନୋଦ ମୁଳିଆ, ଆକାଶ ମହାରଣା, ବାବୁ ମୁଳିଆ, ରାଜୁ ମୁଳିଆ, ମାନସ ପାଇଟାଲ, ଶିବୁ ମୁଳିଆ, ଟନିଆ ମୁଳିଆ, ମାନସ ବାରିକ, ଅଶୋକ ପାତ୍ର, ଉଜଳ ନାୟକ, ରାକେଶ ମହାରଣା ଓ ମୁନୁ ମିଳିଆ ପ୍ରମୁଖ ଯୋଗଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *