ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର

ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚ୍ ପକ୍ଷରୁ ଜଳଛତ୍ର କେନ୍ଦ୍ର


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଉଚ୍ଚ ବିଦ୍ୟାଳୟର ୧୯୮୪ ମସିହା ବ୍ୟାଚର ପୁରାତନ ଛାତ୍ରଙ୍କ ଦ୍ୱାରା ସ୍ଥାନୀୟ ନଜରପୁର ଗୟାନା ଛକରେ ଏକ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି । ବ୍ୟାଚ୍ ସଭାପତି ଅଲେଖ ଚନ୍ଦ୍ର ବେହେରା, ନୃସିଂହ ଚନ୍ଦ୍ର ପରିଡା, ଉମାଶଙ୍କର ସାମଲ, ଦେବେନ୍ଦ୍ର ଦାସ, ଧନେଶ୍ୱର ମହାନ୍ତି, ଫଗୁ ଚରଣ ସାହୁ, ଦେବେନ୍ଦ୍ର ପଣ୍ଡା, ବିଭୁତି ଭୁଷଣ ବାରିକ, ଅକ୍ଷୟ ବେହେରା, ଗୋବିନ୍ଦ ଚନ୍ଦ୍ର ବେହେରା, ପୁର୍ଣ୍ଣେନ୍ଦୁ ବେହେରା, ଅଛୁତା ନନ୍ଦ ନାୟକ, ଅକ୍ଷୟ କୁମାର ପରିଡା, ଅଶୋକ କୁମାର ମହାନ୍ତି, ଅଶୋକ କୁମାର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ରାଉତ, ସଂଗ୍ରାମ କର, ପ୍ରୀତି ପଟ୍ଟନାୟକ, ସ୍ମାରକ ସରାଫ, ପ୍ରଭାତ ପଣ୍ଡା,ସଂଜୟ ଦାଶ, ଅମର ପଣ୍ଡା, ପଞ୍ଚାନନ ପାଣିଗ୍ରାହୀ, ଅନୁସୂୟା ସାହୁ, ସୁକେସିନି ପଣ୍ଡା, ଦେବୀ ଦାସ ଗୁପ୍ତା, ରଚିତା ରାଣୀ ସାମଲ, ବବିତା ରାଣୀ ସାମଲ, ଉର୍ମିଳା ପଣ୍ଡା, ସନ୍ଧ୍ୟାରାଣୀ ପଣ୍ଡା, ସିପ୍ରା ନାୟକ ଓ ନର୍ମଦା ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *